Unlock the Power of Open Source! The " Linux New " SWAYAM Plus Course is live now and about 2,500 learners have already registered for it.

If you are a registered learner, the forum page is now active. Visit the page and get all your questions answered.

Array Operations in BASH - Oriya

797 visits



Outline:

Bashରେ ଆରେ ଅପରେଶନ୍ସ ଏକ ଆରେ ଘୋଷଣା କରିବା ଓ ଭାଲ୍ୟୁ ଆସାଇନ୍ କରିବା ଘୋଷଣା ସମୟରେ ଏକ ଆରେ ଇନିଶିଆଲାଇଜ୍ କରିବା Bash ଆରେ ଓ nth ଏଲେମେଣ୍ଟର ଦୀର୍ଘତା ଖୋଜିବା ସମଗ୍ର Bash ଆରେକୁ ପ୍ରିଣ୍ଟ କରିବା ଅବଧାରଣା ବା କନସେପ୍ଟକୁ ବର୍ଣ୍ଣନା କରିବା ପାଇଁ Shell Script