Understanding Pointers - Oriya

452 visits



Outline:

ପଏଣ୍ଟର୍ସକୁ ବୁଝିବା -ପରିଚୟ -ପଏଣ୍ଟର୍‍ ର ସିଣ୍ଟାକ୍ସ -ଉଦାହରଣ: int *iptr; -ଡିକ୍ଲାରେଶନ୍‍ --ଉଦାହରଣ: int a; (ଇଣ୍ଟିଜର୍‍ a) int *aptr; (ଗୋଟିଏ ଇଣ୍ଟିଜର୍‍ ପାଇଁ ପଏଣ୍ଟର୍‍ *aptr) aptr = &a; (aptr, a ର ଆଡ୍ରେସ୍‍ ସେଟ୍‍ କରିବା ପାଇଁ) ଆଡ୍ରେସ୍‍ ପଏଣ୍ଟର୍‍