Installation of CellDesigner on Linux - Oriya

83 visits



Outline:

ସିଷ୍ଟମ୍ ଆବଶ୍ୟକତା Linux OSରେ CellDesignerକୁ ଡାଉନଲୋଡ୍ ଓ ଇନଷ୍ଟଲ୍ କରିବା computerର OSର ପ୍ରକାର କିପରି ପ୍ରାପ୍ତ କରିବା Select mode, Grid Snap ଓ Grid Visibleର ମହତ୍ଵତା CellDesignerର ଅଂକନ କ୍ଷେତ୍ରରେ ଗୋଟିଏ କମ୍ପାର୍ଟମେଣ୍ଟ ସୃଷ୍ଟି କରିବା .xml ଫର୍ମାଟରେ ଗୋଟିଏ ଫାଇଲକୁ ସେଭ୍ କରିବା