Items and Inventory in FrontAccounting - Oriya

289 visits



Outline:

Items ଓ inventoryରେ ଥିବା ବିଭିନ୍ନ ମଡ୍ୟୁଲ୍ Items ଓ inventory କ’ଣ? ମାପର ଏକକଗୁଡ଼ିକୁ କିପରି ସେଟ୍ କରିବା? ଆଇଟମ୍‌ଗୁଡ଼ିକ ପାଇଁ Item Categoriesକୁ କିପରି ସେଟ୍ କରିବା? FrontAccountingରେ ଥିବା ଡିଫଲ୍ଟ ଆଇଟମ୍ କ୍ୟାଟେଗୋରୀଗୁଡ଼ିକ Finished Goods ପାଇଁ ଗୋଟିଏ ନୂଆ Item categoryକୁ ଯୋଡ଼ିବା Finished Goods ପାଇଁ ଗୋଟିଏ ନୂଆ ଆଇଟମ୍‌କୁ ଯୋଡ଼ିବା ଅଲଗା ଭାବେ ବିକ୍ରି ହେବାକୁ ଥିବା ଆଇଟମ୍ ପାଇଁ ଗୋଟିଏ ବିକ୍ରି ମୂଲ୍ୟ ଆସାଇନ୍ କରିବା ବିଭିନ୍ନ ପ୍ରକାରର Item ବିଭିନ୍ନ ପ୍ରକାରର Sales