ANIMATE 2025 is here! 2D/3D animation hackathon using Synfig Studio and Blender. For more details, Click here!

Taxes and Bank Account in FrontAccounting - Oriya

This is a sample video. To access the full content,
please Login

201 visits



Outline:

ଟାକ୍ସ ଓ ବ୍ୟାଙ୍କ ଆକାଉଣ୍ଟ ବିଷୟରେ କିପରି ଗୋଟିଏ କମ୍ପାନୀ ପାଇଁ GST Sevice taxକୁ ଯୋଡ଼ିବା? ଟାକ୍ସ ପାଇଁ ଥିବା Sale and Purchase GL Account ବିଷୟରେ service tax ପାଇଁ କିପରି ଗୋଟିଏ ନୂଆ GL Account ଯୋଡ଼ିବା? କମ୍ପାନୀ ପାଇଁ ଗୋଟିଏ Bank Account ସେଟ୍ ଅପ୍ କରିବା Current account ଓ Petty Cash account ବିବରଣୀକୁ ସେଟ୍ କରିବା କମ୍ପାନୀର Bank Accountରେ ଡିପୋଜିଟ୍ କରିବା ଡିପୋଜିଟ୍ ପାଇଁ GL ପୋଷ୍ଟିଙ୍ଗଗୁଡ଼ିକୁ ଦେଖିବା petty cashକୁ କିପରି ଟ୍ରାନ୍ସଫର୍ କରିବା Bank Accountକୁ ରିକନସାଇଲ୍ କରିବା