Analysis of compounds - Oriya

509 visits



Outline:

ଆଣବିକ ପ୍ରାସଙ୍ଗିକ ମେନ୍ୟୁ ବ୍ୟାଖ୍ୟା କରିବା ଟେମ୍ପ୍ଲେଟ୍ସ ଟୁଲ୍ ବ୍ୟବହାର କରିବା ଅଣୁର ୱେବ୍ ପେଜ୍ ଖୋଲିବା କେମିକାଲ୍ କାଲ୍କୁଲେଟର୍ ବ୍ୟବହାର କରିବା କମ୍ପାଉଣ୍ଡ୍ର କମ୍ପୋଜିସନ୍ ଏବଂ ଆଇସୋଟ୍ରପିକ୍ ପାଟର୍ନ ଦର୍ଶାଇବା ଅଣୁକୁ .mol ଫର୍ମାଟ୍ରେ ସେଭ୍ କରିବା ଅଣୁକୁ Molecules viewer ରେ ଖୋଲିବା ଅଭିକ୍ରିୟା ଏରୋ ଉପରେ ଅଭିକର୍ମକ ଏବଂ ଅଭିକ୍ରିୟାର କଣ୍ଡିସନ୍ ଯୋଡ଼ିବା 2D ଷ୍ଟ୍ରକ୍ଚର୍କୁ 3D ଷ୍ଟ୍ରକ୍ଚର୍ରେ ବଦଳାଇବା