Aromatic Molecular Structures - Oriya

115 visits



Outline:

Cyclohexane molecule ଆଙ୍କିବା Cyclohexaneକୁ Cyclohexeneରେ ବଦଳାଇବା ଷ୍ଟ୍ରକଚର୍ ର ଅଂଶ ଡିଲିଟ୍ କରିବା ପାଇଁ ଇରେଜର୍ ଟୂଲ୍ ବ୍ୟବହାର କରିବା Cyclohexaneକୁ Benzeneରେ ବଦଳାଇବା ଅନ୍ୟ ଆଟମ୍ସ ସହିତ Benzene ରିଙ୍ଗ୍ ର Hydrogenକୁ ବଦଳାଇବା ଅନ୍ୟ ଆଟମ୍ସ ସହିତ Benzene ରିଙ୍ଗ୍ ର Hydrogenକୁ ବଦଳାଇବା ଆଟମ୍ସ ବଦଳାଇବା ପାଇଁ Add or modify a group of atoms ଟୂଲ୍ ବ୍ୟବହାର କରନ୍ତୁ ଦୁଇଟି ମୋଲେକ୍ୟୁଲ୍ସ ମର୍ଜ କରିବା ପାଇଁ Merge ଟୂଲ୍ ବ୍ୟବହାର କରନ୍ତୁ