Editing molecules - Oriya

108 visits



Outline:

ଗୋଟିଏ ଆଟମ୍ ଉପରେ ଅନବାଉଣ୍ଡ ଇଲେକ୍ଟ୍ରୋନ୍ସ ଯୋଡ଼ିବା କାର୍ବୋନିକ୍ ଏସିଡ୍ ଓ ସଲଫରିକ୍ ଏସିଡ୍ ଷ୍ଟ୍ରକଚର୍ ଆଙ୍କିବା ଗୋଟିଏ ଆଟମ୍ ଉପରେ ଲୋକଲ୍ ଚାର୍ଜ ଯୋଡ଼ିବା ଓ ସଂଶୋଧିତ କରିବା ଆଟମ୍ସର ଗ୍ରୁପ୍ ଉପରେ ଲୋକଲ୍ ଚାର୍ଜ ଯୋଡ଼ିବା ଓ ସଂଶୋଧିତ କରିବା Increment the charge of an atom ଟୁଲ୍ ର ବ୍ୟବହାର Decrement the charge of an atom ଟୁଲ୍ ର ବ୍ୟବହାର Cyclic Molecules ଯୋଡ଼ିବା Monocyclic Moleculesକୁ Bicyclic Moleculesରେ ବଦଳାଇବା