Overview of GChemPaint - Oriya
This is a sample video. To access the full content,
please
Login
244 visits
Outline:
ୟୁଟିଲିଟୀ ଫାଇଲ୍ସ ସମେତ GchemPaintର ସମ୍ପୂର୍ଣ୍ଣ ଇନ୍ଷ୍ଟଲେଶନ୍ GchemPaint ୟୁଜର୍ ମାନୁଆଲ୍ ବିଷୟରେ ବର୍ଣ୍ଣନା GchemPaintର ଭ୍ୟୁ ମେନୁବାର୍ସ ଉବୁଣ୍ଟୁ ଡେସ୍କଟପ୍ ମେନୁବାର୍ରେ GchemPaint ମେନୁବାର୍ସ ଦେଖାଯାଏ ବୋଲି ବର୍ଣ୍ଣନା କରିବା GchemPaint ୟୁଟିଲିଟୀ ସଫ୍ଟୱେର୍ ବିଷୟରେ ବର୍ଣ୍ଣନା GChemPaint ଓ Jmol ଆପ୍ଲିକେଶନ୍ ମଧ୍ୟରେ ସମ୍ପର୍କ ବର୍ଣ୍ଣନା GChemPaint ବ୍ୟବହାର କରି ଡ୍ର’ କରାଯାଇପାରୁଥିବା ବିଭିନ୍ନ ଷ୍ଟ୍ରକ୍ଚର୍ସ ଦେଖାଇବା