Basic commands of Git - Oriya

129 visits



Outline:

-Git ରିପୋଜିଟୋରୀର ବର୍ଣ୍ଣନା -.git ଫୋଲ୍ଡର୍ ବିଷୟରେ ବର୍ଣ୍ଣନା -Gitକୁ କିପରି କନଫିଗର୍ କରିବା -staging କ୍ଷେତ୍ର ଉପରେ ବର୍ଣ୍ଣନା -SHA-1 ହାଶ୍ ବିଷୟରେ ବର୍ଣ୍ଣନା -Gitର ମୌଳିକ କମାଣ୍ଡଗୁଡିକ ଯେପରି, git init, add, status, commit ଓ log ଉପରେ ବର୍ଣ୍ଣନା