Basics of newborn care - Oriya

This is a sample video. To access the full content,
please Login

520 visits



Outline:

1. ଗୋଟିଏ ନବଜାତକୁ କିପରି ସମ୍ଭାଳିବେ କ. ହାତ ସ୍ୱଚ୍ଛତା ଖ. ଗୋଟିଏ ନବଜାତକୁ କିପରି ଧରିବେ 2. ଗର୍ଭନାଡ଼ ଯତ୍ନ କ. ସାବଧାନତା ଖ. ସଂକ୍ରମଣ 3. ନବଜାତକୁ ଖୁଆଇବା ଓ ହେଉଡ଼ି ମରାଇବା କ. ସ୍ତନ୍ୟପାନର ଆରମ୍ଭ ଖ. ସ୍ୱତନ୍ତ୍ର ସ୍ତନ୍ୟପାନ ଗ. ଚର୍ମ ସ୍ପର୍ଶ ଘ. କ୍ଷୁଧା ସଂକେତ ଙ. ହେଉଡ଼ି ମାରିବା 4. ଶିଶୁର କନା ବଦଳାଇବା କ. ପ୍ରତ୍ୟେକ ମଳତ୍ୟାଗ ପରେ କିପରି ନବଜାତକୁ ସଫା କରିବେ ଖ. ସାବଧାନତା 5. ଡାଇପର୍ ରାଶ୍ (ଡାଇପର୍ କାରଣରୁ ହେଉଥିବା କୁଣ୍ଡିଆ) କ. ଡାଇପର୍ ରାଶ୍ କ’ଣ ଖ. କାରଣ ଗ. ପ୍ରତିରୋଧ ଓ ଉପଚାର 6. ଶୋଇବାର ମୂଳ କଥା କ. ଶୋଇବା ଶୈଳୀ ଖ. ସଡନ୍ ଇନ୍‌ଫାଣ୍ଟ ଡେଥ୍ ସିଣ୍ଡ୍ରୋମ୍ (SIDS) ଗ. ସାବଧାନତା