Breastfeeding latching - Oriya

116 visits



Outline:

Breastfeeding latching(ସ୍ତନ୍ୟପାନ ଓ ଲାଚିଙ୍ଗ) 1. ଶିଶୁ, ସ୍ତନରେ ଭଲ ଭାବେ ସଂଯୁକ୍ତ ହେବା ପାଇଁ ସଠିକ୍ ଲାଚିଙ୍ଗ କୌଶଳ -ଶିଶୁକୁ ସ୍ତନରେ ଭଲ ଭାବେ ସଂଯୁକ୍ତ କରିବା ପାଇଁ କୌଶଳର ଧାରାବାହିକ ପ୍ରକ୍ରିୟା -ଶିଶୁଟି ସଠିକ୍ ଭାବେ ଲାଚ୍ ହୋ‍ଇଛି କି ନାହିଁ ଯାଞ୍ଚ କରିବାର ସଙ୍କେତ -ଶିଶୁଟି ନିପଲ୍ ଫିଡିଙ୍ଗ କରୁଛି କି, ଯାଞ୍ଚ କରିବା ପାଇଁ ଥିବା ସଙ୍କେତ -ଅଗ୍ରଭାଗ ଓ ପୃଷ୍ଠଭାଗର କ୍ଷୀର ପାନ କରାଇବା -ଦ୍ଵିତୀୟ ସ୍ତନରୁ ସ୍ତନ୍ୟପାନ କରାଇବା -ଶିଶୁର ସଠିକ୍ ହାକୁଡ଼ି ମାରିବା ପୋଜିସନ୍ 2. ବାରମ୍ବାର ସ୍ତନ୍ୟପାନ କରାଇବା ସମୟ -24 ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ପାଇଁ ଆବଶ୍ୟକ ହେଉଥିବା ଅବଧି ସଂଖ୍ୟା -ଦିନରେ ଓ ରାତିରେ ସ୍ତନ୍ୟପାନର ଅବଧି -ଶିଶୁ ଭୋକିଲା ହେବା ସଂକେତ -ଶିଶୁର କ୍ଷୀପ୍ର ଶାରୀରିକ ବୃଦ୍ଧି ସମୟରେ ସ୍ତନ୍ୟପାନ