Cradle Hold for Breastfeeding - Oriya

This is a sample video. To access the full content,
please Login

394 visits



Outline:

1. ସ୍ତନ୍ୟପାନ ନିମନ୍ତେ ମା’ ଓ ତାଙ୍କ ଶିଶୁ ପାଇଁ ସଠିକ୍ ଧରିବା ପଦ୍ଧତିର ଚୟନ କରିବା 2. ନିଜର ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତି 3. କ୍ରେଡଲ୍ ହୋଲ୍ଡ କିପରି କରିବେ- i. ଶିଶୁକୁ ଧରିବା ପୂର୍ବରୁ ମା’ଙ୍କର ସ୍ଥିତି ii. ଶିଶୁକୁ ଧରିବା ପରେ, କିନ୍ତୁ ଲାଚିଙ୍ଗ ପୂର୍ବରୁ ମା’ଙ୍କର ସ୍ଥିତି a) ସ୍ତନକୁ ସଠିକ୍ ଭାବେ ଧରିବା ପାଇଁ ମା’ଙ୍କର ହାତର ସ୍ଥିତି iii. ଶିଶୁକୁ ନିଜ ସ୍ତନରେ ସଂଯୁକ୍ତ କରିସାରିବା ପରେ ମା’ଙ୍କର ସ୍ଥିତି iv. ଶିଶୁର ସ୍ଥିତି a) ଶିଶୁର ନାକ ଓ ଓଠର ସ୍ଥିତି b) ଶିଶୁର ଶରୀରର ସ୍ଥିତି v. ମା’ କ’ଣ କରିବେ ଓ କ’ଣ କରିବେ ନାହିଁ