Cross cradle hold - Oriya

This is a sample video. To access the full content,
please Login

507 visits



Outline:

1. ମା’ ଓ ଶିଶୁ ପାଇଁ ସ୍ତନପାନର ସଠିକ୍ ସ୍ଥିତି 2. ସ୍ତନପାନ ପୂର୍ବରୁ ମା’ଙ୍କ ପ୍ରସ୍ତୁତି 3. କ୍ରସ୍ କ୍ରେଡେଲ୍ ସ୍ଥିତି କରିବାର ସମୂର୍ଣ୍ଣ କାର୍ଯ୍ୟବିଧି i. ଶିଶୁକୁ ଧରିବା ପୂର୍ବରୁ ମା’ଙ୍କ ସ୍ଥିତି ii. ଶିଶୁକୁ ଧରିବା ପରେ, ସ୍ତନ ସହିତ ଲାଗିବା ପୂର୍ବରୁ ମା’ଙ୍କ ସ୍ଥିତି କ) ସ୍ତନକୁ ଠିକ୍ ଭାବେ ଧରିବା ପାଇଁ ମା’ଙ୍କ ହାତର ସ୍ଥିତି iii. ଶିଶୁ ସ୍ତନ ସହିତ ଗଭୀର ଭାବେ ଲାଗିବା ପରେ ମା’ଙ୍କ ସ୍ଥିତି iv. ଶିଶୁର ସ୍ଥିତି କ) ଶିଶୁର ନାକ ଓ ଥୋଡ଼ିର ସ୍ଥିତି ଖ) ଶିଶୁ ଶରୀରର ସ୍ଥିତି V. ମା’ଙ୍କୁ ଏହି ସ୍ଥିତିରେ କ’ଣ କରିବା ଉଚିତ ଓ କ’ଣ କରିବା ଅନୁଚିତ