Feeding expressed breastmilk to babies - Oriya

This is a sample video. To access the full content,
please Login

413 visits



Outline:

1. ଗଚ୍ଛିତ କ୍ଷୀରକୁ ଶିଶୁ ଖାଇବା ପାଇଁ କିପରି ପ୍ରସ୍ତୁତ କରିବେ 1.1. ସ୍ତନ କ୍ଷୀର ସମ୍ଭାଳିବା ପୂର୍ବରୁ ବ୍ୟକ୍ତିଗତ ସ୍ୱଚ୍ଛତା 1.2. ବରଫ କରାଯାଇଥିବା ସ୍ତନ କ୍ଷୀରକୁ କିପରି ତରଳାଇବେ 1.3. ଶିଶୁକୁ ଖୁଆଇବା ଠିକ୍ ପୂର୍ବରୁ ସ୍ତନ କ୍ଷୀରକୁ କିପରି ଗରମ କରିବେ 2. ନିମ୍ନଲିଖିତ ବ୍ୟବହାର କରି ଗୋଟିଏ ଶିଶୁକୁ କଢ଼ାଯାଇଥିବା ସ୍ତନ କ୍ଷୀର କିପରି ଖୁଆଇବେ - 2.1. ଗୋଟିଏ ଛୋଟ କପ୍ 2.2. ଗୋଟିଏ ପାଲାଦେଇ 2.3. ଏକ ନିଫ୍ଟୀ କପ୍ 2.4. ଗୋଟିଏ ଚାମଚ 3. ଶିଶୁକୁ କଢ଼ାଯାଇଥିବା ସ୍ତନ କ୍ଷୀର ଖୁଆଇବା ସମୟରେ ତଣ୍ଟିରେ ଲାଗିବାକୁ ଏଡ଼ାଇବା ପାଇଁ ଜରୁରୀ ବିଷୟ