Unlock the Power of Open Source! The " Linux New " SWAYAM Plus Course is live now and about 2,500 learners have already registered for it.

If you are a registered learner, the forum page is now active. Visit the page and get all your questions answered.

Hand expression of breastmilk - Oriya

This is a sample video. To access the full content,
please Login

390 visits



Outline:

1. ସ୍ତନରୁ କ୍ଷୀର କାଢ଼ିବା ଦ୍ଵାରା ମିଳୁଥିବା ଉପକାର 2. ହାତରେ କିପରି ସ୍ତନରୁ କ୍ଷୀର କାଢ଼ିବେ? i. କେତେବେଳେ ସ୍ତନରୁ କ୍ଷୀର କାଢ଼ିବେ? ii. ସ୍ତନରୁ କ୍ଷୀର ସଂଗ୍ରହ କରିବା ପାଇଁ ଉପଯୁକ୍ତ ପାତ୍ରକୁ ପ୍ରସ୍ତୁତ କରିବା iii. ସ୍ତନରୁ କ୍ଷୀର କାଢ଼ିବା ପୂର୍ବରୁ ସ୍ତନର ଟିସୁଗୁଡ଼ିକରୁ କ୍ଷୀର କ୍ଷରଣ କରିବା ପାଇଁ ଥିବା ମାର୍ଗଗୁଡ଼ିକ iv. ଉଭୟ ସ୍ତନରୁ କିପରି ସମ୍ପୂର୍ଣ୍ଣ କ୍ଷୀର କାଢ଼ିବେ? v. ସ୍ତନରୁ କ୍ଷୀର କାଢ଼ିବା ସମୟରେ ଭୁଲ କୌଶଳ ପ୍ରୟୋଗ କରିବେ ନାହିଁ 3. ଜଣେ ମା’ କେତେ ଥର କ୍ଷୀର କାଢ଼ିବା ଆବଶ୍ୟକ? i. କ୍ଷୀରର ଉତ୍ପାଦନ ଆରମ୍ଭ କରିବା ସହିତ ପରିମାଣକୁ ବଜାୟ ରଖିବା ii. ମା’ଙ୍କର କ୍ଷୀର ପରିମାଣକୁ ବୃଦ୍ଧି କରିବା iii. ସ୍ତନର କଠିନତା କିମ୍ବା କାର୍ଯ୍ୟସ୍ଥଳୀରେ କ୍ଷୀର ବାହାରିଯିବା ଭଳି ଲକ୍ଷଣଗୁଡ଼ିକରୁ ମୁକ୍ତି ପାଇବା iv. ଚୁଚୁକର ଚର୍ମକୁ ସୁସ୍ଥ ରଖିବା v. ମା’ କାମକୁ ବାହାରିବା ପୂର୍ବରୁ ନିଜ ଶିଶୁ ପାଇଁ କ୍ଷୀର ରଖିବା