How to bathe a newborn - Oriya

This is a sample video. To access the full content,
please Login

367 visits



Outline:

1. ନବଜାତ ଶିଶୁକୁ ଆପଣ କେତେବେଳେ ଗାଧୋଇବା ଆରମ୍ଭ କରିପାରିବେ? କ. ସୁସ୍ଥ ଶିଶୁ ଖ. କମ ଜନ୍ମ ଓଜନ ବିଶିଷ୍ଟ ଶିଶୁ 2. ନବଜାତକୁ ଗାଧୋଇବା ସମୟରେ ଗ୍ରହଣ କରାଯିବାକୁ ଥିବା ସବଧାନତା 3. ସ୍ପଞ୍ଜ ବାଥ୍ କ. ସାବଧାନତା ଖ. ପ୍ରକ୍ରିୟା 4. ନିୟମିତ ଗାଧୁଆ କ. ସାବଧାନତା ଖ. ପ୍ରକ୍ରିୟା 5. ପରମ୍ପରାଗତ ଗାଧୁଆ କ. ପ୍ରକ୍ରିୟା 6. ସୁରକ୍ଷା ପରାମର୍ଶ - କ. ପାହାଡ଼ିଆ ଅଞ୍ଚଳରେ ବାସ କରୁଥିବା ଶିଶୁ ଖ. ଥଣ୍ଡା ଅଞ୍ଚଳରେ ବାସ କରୁଥିବା ଶିଶୁ 7. କ୍ରେଡଲ୍ କ୍ୟାପ୍ କ. କ୍ରେଡଲ୍ କ୍ୟାପ୍ କ’ଣ? ଖ. କାରଣ ଗ. ଉପଚାର