Importance of Folate - Oriya

This is a sample video. To access the full content,
please Login

338 visits



Outline:

1. ଏକ ଅତ୍ୟାବଶ୍ୟକ B ଭିଟାମିନ ଭାବରେ ଫୋଲେଟ 2. ଫୋଲେଟ ଏବଂ ଫୋଲିକ ଆସିଡ ମଧ୍ୟରେ ପାର୍ଥକ୍ୟ 3. ଆମ ଶରୀରରେ ଫୋଲେଟର ଭୂମିକା 4. ମସ୍ତିଷ୍କ ଏବଂ ହୃଦୟ ସ୍ୱାସ୍ଥ୍ୟ ପାଇଁ ଫୋଲେଟର ଭୂମିକା 5. ଗର୍ଭାବସ୍ଥାରେ ଫୋଲେଟର ଗୁରୁତ୍ୱ 6. ସ୍ନାୟୁ ନଳୀ ତ୍ରୁଟି 7. ଫୋଲେଟ ଅଭାବର କାରଣ 8. ଫୋଲେଟ ଅଭାବର ଲକ୍ଷଣ 9. ମାକ୍ରୋସାଇଟିକ ରକ୍ତହୀନତା 10. ବିଭିନ୍ନ ବୟସ ବର୍ଗ ପାଇଁ ଫୋଲେଟର ଆବଶ୍ୟକତା 11. ଫୋଲେଟର ଖାଦ୍ୟ ଉତ୍ସ 12. ଖାଦ୍ୟରେ ଫୋଲେଟ ତତ୍ତ୍ୱ ରଖିବା ପାଇଁ ରନ୍ଧନ କୌଶଳ