Importance of breastfeeding - Oriya

This is a sample video. To access the full content,
please Login

597 visits



Outline:

1. ସ୍ତନ୍ୟପାନ କ’ଣ? 2. ଜନ୍ମର 1 ଘଣ୍ଟା ମଧ୍ୟରେ ଶିଶୁକୁ ସ୍ତନ୍ୟପାନ କରାଇବାର ଗୁରୁତ୍ୱ 3. କୋଲଷ୍ଟ୍ର୍ରମ୍ ଏବଂ ତାହାର ଉପକାରିତା 4. ସ୍ତନ୍ୟପାନର ମହତ୍ତ୍ୱ 5. ଶିଶୁ ପାଇଁ ସ୍ତନ୍ୟପାନର ଉପକାର 6. ସ୍ତନ୍ୟପାନ ଏବଂ ସୁସ୍ଥ ଅନ୍ତଃନଳୀ ବିକାଶ 7. ସ୍ତନ୍ୟପାନ ଏବଂ ବିଭିନ୍ନ ରୋଗର ହ୍ରାସିତ ଆଶଙ୍କା 8. ମସ୍ତିଷ୍କ ବିକାଶ ଉପରେ ସ୍ତନ କ୍ଷୀରର ପ୍ରଭାବ 9. ଅପରିପକ୍ୱ ଶିଶୁମାନଙ୍କ ପାଇଁ ସ୍ତନ୍ୟପାନର ଉପକାର 10. ମା’ଉପରେ ସ୍ତନ୍ୟପାନର ତୁରନ୍ତ ଲାଭ 11. ମା’ଉପରେ ସ୍ତନ୍ୟପାନର ଦୀର୍ଘକାଳୀନ ଲାଭ 12. ସ୍ତନ୍ୟପାନର ଆର୍ଥିକ ଲାଭ 13. ସ୍ତନ୍ୟପାନର ପାରିବେଶିକ ଲାଭ