Unlock the Power of Open Source! The " Linux New " SWAYAM Plus Course is live now and about 2,500 learners have already registered for it.

If you are a registered learner, the forum page is now active. Visit the page and get all your questions answered.

Kangaroo Mother Care - Oriya

This is a sample video. To access the full content,
please Login

712 visits



Outline:

1. ଉପକ୍ରମ A. କଙ୍ଗାରୁ ମଦର୍ କେଆର୍ କ’ଣ? B. କେଉଁମାନଙ୍କ ପାଇଁ କଙ୍ଗାରୁ ମଦର୍ କେଆର୍ ଆବଶ୍ୟକ - a. ସେହି ଶିଶୁମାନଙ୍କୁ, ଯେଉଁମାନଙ୍କୁ ନିୟମିତ ମନିଟର୍ କରିବା ଆବଶ୍ୟକ ହୁଏନାହିଁ b. ସେହି ଶିଶୁମାନଙ୍କୁ, ଯେଉଁମାନଙ୍କର ଓଜନ ଜନ୍ମ ସମୟରେ 2.5 kgରୁ କମ୍ ଥାଏ ଏବଂ c. ଠିକ୍ ସମୟରେ ଜନ୍ମ ହୋ‍ଇଥିବା ଶିଶୁମାନଙ୍କ ପାଇଁ ମଧ୍ୟ 2. କଙ୍ଗାରୁ ମଦର୍ କେଆର୍‌ର କମ୍ପୋନେଣ୍ଟଗୁଡ଼ିକ - A. ଚର୍ମ ସହିତ ଚର୍ମର ସ୍ପର୍ଶ: a. ଲେଟ୍ ଡାଉନ୍ ରିଫ୍ଲେକ୍ସ b. କେବଳ ସ୍ତନ୍ୟପାନ B. ପ୍ରଥମ 6 ମାସ ସ୍ତନ୍ୟପାନ କରାଇବା ବାଧ୍ୟତାମୂଳକ 3. କଙ୍ଗାରୁ ମଦର୍ କେଆର୍‌ର ମହତ୍ତ୍ୱ - a. ଏହା ଶିଶୁ ପାଇଁ ଉପକାରୀ ହୋ‍ଇଥାଏ b. ଏବଂ ମା’ ପାଇଁ ମଧ୍ୟ 4. କେଉଁମାନେ କଙ୍ଗାରୁ ମଦର୍ କେଆର୍‌ (KMC) ପ୍ରଦାନ କରିପାରିବେ? 5. KMC ପ୍ରଦାତାମାନେ ଅନୁସରଣ କରିବାକୁ ଥିବା ମୌଳିକ ନିର୍ଦ୍ଦେଶାବଳୀ 6. KMC କରିବା ସମୟରେ କେଉଁ ପ୍ରକାରର ପୋଷାକ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥାଏ - a. KMC ପ୍ରଦାତା b. ଏବଂ ଶିଶୁ ପାଇଁ 7. KMC କରିବା ପାଇଁ ଗୋଟିଏ ଧାରାବାହିକ ପ୍ରକ୍ରିୟା a. ଶିଶୁର ଅବସ୍ଥିତି b. ଶିଶୁକୁ ସ୍ତନ୍ୟପାନ କରାଇବା c. ମନେରଖିବା ଜିନିଷ d. ଷ୍ଟ୍ରେଚୀ ବ୍ୟାଣ୍ଡର ବ୍ୟବହାର 8. KMC କରିବା ସମୟରେ ଶିଶୁକୁ କିପରି ଗୁଡ଼ାଯାଇଥିବା କପଡ଼ା ମଧ୍ୟରୁ କାଢ଼ିବେ 9. KMC କରିବା ସମୟରେ ନବଜାତ ଶିଶୁଠାରେ ଦେଖାଦେଉଥିବା ବିପଦ ଚିହ୍ନ