Nipple conditions - Oriya

This is a sample video. To access the full content,
please Login

403 visits



Outline:

1. ଖଣ୍ଡିଆ କିମ୍ବା ଫାଟିଥିବା ନିପ୍ପଲ୍ a. ନିପ୍ପଲ୍‌ରେ ଖଣ୍ଡିଆ ହେବା କିମ୍ବା ନିପ୍ପଲ୍ ଫାଟିବାର କାରଣ i. ନିପ୍ପଲ୍ ଫୀଡିଙ୍ଗ ii. ଫଙ୍ଗଲ୍ କିମ୍ବା ବ୍ୟାକ୍ଟେରିଆ ଦ୍ଵାରା ସଂକ୍ରମଣ iii. ପ୍ରତ୍ୟେକ ଥର ସ୍ତନ୍ୟପାନ କରାଇବା ପରେ ନିପ୍ପଲ୍‌କୁ ସଫା କରିବା ଅଭ୍ୟାସ iv. ଜିଭ ଯୋଡ଼ି ହୋଇଥିବା ଶିଶୁ b. ଖଣ୍ଡିଆ କିମ୍ବା ଫାଟିଥିବା ନିପ୍ପଲ୍‌ର ଚିକିତ୍ସା c. ଖଣ୍ଡିଆ କିମ୍ବା ଫାଟିଥିବା ନିପ୍ପଲ୍‌ର ପ୍ରତିରକ୍ଷା 2. ଚେପଟା କିମ୍ବା ଓଲଟା ନିପ୍ପଲ୍‌ a. ଚେପଟା କିମ୍ବା ଓଲଟା ନିପ୍ପଲ୍‌ କ’ଣ? b. ଚେପଟା କିମ୍ବା ଓଲଟା ନିପ୍ପଲ୍‌ ଥିବା କ୍ଷେତ୍ରରେ କ’ଣ କରିବେ c. ଚେପଟା କିମ୍ବା ଓଲଟା ନିପ୍ପଲ୍‌ ଥିବା କ୍ଷେତ୍ରରେ କ’ଣ କରିବେ ନାହିଁ