Half-Day Online Pilot Workshop on AutoDock4 on 9 August 2024, 2:00 pm to 5.30 pm. Click here to register.

Non-vegetarian recipes for 6 month old babies - Oriya

126 visits



Outline:

1. ଶିଶୁକୁ ପୂରକ ଖାଦ୍ୟ-ପଦାର୍ଥ ଦେବା ଆରମ୍ଭ କରିବାର ମହତ୍ତ୍ୱ 2. ଆମିଷ ପୂରକ ଖାଦ୍ୟର ମହତ୍ତ୍ୱ 3. ଶିଶୁକୁ ଆମିଷ ଖାଦ୍ୟ ଦେବା ସମୟରେ ମନେରଖିବା ଭଳି କେତେକ ଜିନିଷ 4. 6 ମାସର ଶିଶୁ ପାଇଁ ପୂରକ ଖାଦ୍ୟରୁ ଆବଶ୍ୟକ ଶକ୍ତି 5. 6 ମାସର ଶିଶୁ ପାଇଁ ଖାଦ୍ୟର ନିରନ୍ତରତା 6. ଆମିଷ ରେସିପି: କ. ଅଣ୍ଡା ଭର୍ତ୍ତା ଖ. ମାଛ ଭର୍ତ୍ତା ଗ. କଞ୍ଚା କଦଳୀ ମାଛ ଖେଚେଡ଼ି ଘ. ଚିକେନ୍ ଭର୍ତ୍ତା ଙ. ଚିକେନ୍ ଗାଜର ଭର୍ତ୍ତା