Physical methods to increase the amount of breastmilk - Oriya

This is a sample video. To access the full content,
please Login

551 visits



Outline:

ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି କରିବା ପାଇଁ ବିଭିନ୍ନ ଶାରୀରିକ ଉପାୟ: 1.କଙ୍ଗାରୁ ମଦର୍ କେଆର୍ 2. ଅକ୍ସିଟୋସିନ୍ ରିଫ୍ଲେକ୍ସକୁ ଉନ୍ନତ କରିବା a. ଉଷୁମ ପାଣିରେ ସେକ ଦେବା b. ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପିଠି ଓ ସ୍ତନକୁ ମାଲିସ୍ କରିବା 3. ସଠିକ୍ ଲାଚିଙ୍ଗ 4. ସ୍ତନ ଉପରେ ସାମାନ୍ୟ ଚାପ ଦେବା 5. ରାତିରେ ସ୍ତନ୍ୟପାନ କରାଇବା 6. ଦିନକୁ ଯେତେ ଥର ସ୍ତନ୍ୟପାନ କରାଉଥିବେ, ତାହାର ସଂଖ୍ୟାରେ ବୃଦ୍ଧି କରିବା 7. ଭୋକିଲା ହେବାର ପୂର୍ବ ସଙ୍କେତଗୁଡ଼ିକୁ ଜାଣିବା 8. ହାତରେ କ୍ଷୀର କାଢ଼ିବା 9. କୃତ୍ରିମ ବା ପ୍ଲାଷ୍ଟିକ୍ ନିପଲ୍ ଓ ଫର୍ମୁଲା କ୍ଷୀରର ବ୍ୟବହାରକୁ ଏଡ଼ାଇବା 10. ମା’ଙ୍କର ଆତ୍ମବିଶ୍ଵାସକୁ ବଢ଼ାଇବା 11. ଶିଶୁର ନିୟମିତ ଓଜନ ମାପିବା