Unlock the Power of Open Source! The " Linux New " SWAYAM Plus Course is live now and about 2,500 learners have already registered for it.

If you are a registered learner, the forum page is now active. Visit the page and get all your questions answered.

Pre-pregnancy Nutrition - Oriya

This is a sample video. To access the full content,
please Login

361 visits



Outline:

- ଶରୀରରେ ପ୍ରୋଟିନ୍‌ର ଆବଶ୍ୟକତା - ଶରୀରରେ ଫ୍ୟାଟ୍‌ର (ଚର୍ବି)ର ଆବଶ୍ୟକତା - ଶରୀରରେ ଭିଟାମିନ୍-ଏ ର କାମ - ଶରୀରରେ ଭିଟାମିନ୍-ବି ର କାମ - ଶରୀରରେ ଫୋଲେଟ୍‌ର ଆବଶ୍ୟକତା - ଶରୀରରେ ଆଇରନ୍ ଓ ଭିଟାମିନ୍-ସି ର କାମ - ଶରୀରରେ କାଲ୍‌ସିୟମ୍ ଓ ଭିଟାମିନ୍-ଡି ର କାମ - ଶରୀରରେ କୋଲିନ୍‌ର କାମ - ଶରୀରରେ ଜିଙ୍କର କାମ - ଶରୀରରେ ଆୟୋଡିନ୍‌ର କାମ - ଶରୀରରେ ମ୍ୟାଗ୍ନେଶିୟମ୍‌ର କାମ -ନିଶା ଦ୍ରବ୍ୟ, ଯେପରି ମଦ, ତମାଖୁ ଓ ଡ୍ରଗ୍ସଠାରୁ ଦୂରରେ ରହିବାର ଆବଶ୍ୟକତା - ମା’ଙ୍କୁ ନିଜ ଓଜନ ଉପରେ ଧ୍ୟାନ ଦେବାର ଆବଶ୍ୟକତା - ଜଣେ ପତଳା ମା’ଙ୍କର ନବଜାତ ଶିଶୁ ଶରୀର ଉପରେ ପ୍ରଭାବ - ମା’ଙ୍କ ମେଦବହୁଳତାର ଭ୍ରୁଣ ବିକାଶ ଉପରେ ପ୍ରଭାବ - ଏପରି ଖାଦ୍ୟ, ଯେଉଁଥିରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ମିଳିପାରିବ