Storage of expressed breastmilk - Oriya

This is a sample video. To access the full content,
please Login

358 visits



Outline:

1. ସ୍ତନ କ୍ଷୀର ସମ୍ଭାଳିବା ପୂର୍ବରୁ ବ୍ୟକ୍ତିଗତ ସ୍ୱଚ୍ଛତା 2. ସ୍ତନ କ୍ଷୀର ଗଚ୍ଛିତ ରଖିବା ପାଇଁ ଉପଯୁକ୍ତ ଡବାର ଚୟନ 3. ବ୍ୟବହାର ପୂର୍ବରୁ ଚୟନିତ ଡବାକୁ ସଫା କରିବା 4. ପ୍ରତ୍ୟେକ ଡବାରେ ଗଚ୍ଛିତ କରାଯିବାକୁ ଥିବା କ୍ଷୀରର ପରିମାଣ 5. ଡବାରେ ସଠିକ୍ ଲେବଲ୍ ଲଗାଇବା 6. ଫ୍ରିଜ୍‌ରେ ସ୍ତନ କ୍ଷୀର ଗଚ୍ଛିତ ରଖିବା ପାଇଁ ମାର୍ଗଦର୍ଶିକା 7. ଫ୍ରିଜ୍ ବାହାରେ ସ୍ତନ କ୍ଷୀର ଗଚ୍ଛିତ ରଖିବା ପାଇଁ ମାର୍ଗଦର୍ଶିକା 7.1. ବଖରା ତାପମାତ୍ରାରେ ସ୍ତନ କ୍ଷୀର ଗଚ୍ଛିତ ରଖିବା 7.2. ଗୋଟିଏ ଥଣ୍ଡା ବ୍ୟା କିମ୍ୱା ଏକ ଥଣ୍ଡା ବାକ୍ସରେ ସ୍ତନ କ୍ଷୀର ଗଚ୍ଛିତ ରଖିବା 8. ସ୍ତନ କ୍ଷୀର ଫ୍ରିଜିଙ୍ଗ୍ ପାଇଁ ମାର୍ଗଦର୍ଶିକା