Unlock the Power of Open Source! The " Linux New " SWAYAM Plus Course is live now and about 2,500 learners have already registered for it.

If you are a registered learner, the forum page is now active. Visit the page and get all your questions answered.

Vegetarian recipes for pregnant women - Oriya

This is a sample video. To access the full content,
please Login

368 visits



Outline:

1. ଗର୍ଭାବସ୍ଥା ସମୟରେ ପୋଷଣରେ ଭରା ଆହାରର ମହତ୍ତ୍ୱ 2. ସଠିକ୍ ଗର୍ଭାବଧି ଓଜନର ରକ୍ଷା କରିବା 3. ନିମ୍ନ ମାତୃ ପୋଷଣର ପରିଣାମ 4. ଗର୍ଭାବସ୍ଥା ସମୟରେ ପ୍ରତିବନ୍ଧିତ ଖାଦ୍ୟ 5. ପୋଷଣ ଅବଶୋଷଣରେ ବିକାଶ କରିବା ପାଇଁ ଉପଯୁକ୍ତ ରାନ୍ଧିବା ପଦ୍ଧତି ବ୍ୟବହାର କରିବା *ବତୁରାଇବା *ଗଜା କରିବା *ସିଝାଇବା *ଫୁଲାଇବା (ଫର୍ମେଣ୍ଟେଶନ୍) 6. ଗର୍ଭବତୀ ମହିଳାମାନଙ୍କ ପାଇଁ ରେସିପି ଏବଂ ପ୍ରାପ୍ତ ପୋଷଣ *ବରୁଗୁଡ଼ି (ଝୁଡ଼ଙ୍ଗ ଜାତୀୟ) ମଞ୍ଜି ଇଡଲି *ବାଜରା ଖେଚେଡ଼ି *ମୁଗଦିଆ ପରଟା