Unlock the Power of Open Source! The " Linux New " SWAYAM Plus Course is live now and about 2,500 learners have already registered for it.

If you are a registered learner, the forum page is now active. Visit the page and get all your questions answered.

Measurements and Labeling - Oriya

This is a sample video. To access the full content,
please Login

471 visits



Outline:

Carboxylic acidର ଗୋଟିଏ ଆକାର ସୃଷ୍ଟି କରିବା. ଉଦାହରଣ, Acetic acid. Nitroalkaneର ଗୋଟିଏ ଆକାର ସୃଷ୍ଟି କରନ୍ତୁ. ଉଦାହରଣ, Nitroetane. ଏଲିମେଣ୍ଟର ଚିହ୍ନ ସହିତ ଗୋଟିଏ ଆକାରରେ ଥିବା ଅଣୁଗୁଡିକୁ ଲେବଲ୍ କରିବା ସଂଖ୍ୟା ସହିତ ଗୋଟିଏ ଆକାରରେ ଥିବା ଅଣୁଗୁଡିକୁ ଲେବଲ୍ କରିବା ଉଭୟ ଚିହ୍ନ ଓ ସଂଖ୍ୟା ସହିତ ଗୋଟିଏ ଆକାରରେ ଥିବା ଅଣୁଗୁଡିକୁ ଲେବଲ୍ କରିବା ଗୋଟିଏ ଆକାରରେ ଥିବା ବନ୍ଧର ଦୈର୍ଘ୍ୟକୁ ମାପ କରିବା ଉଦାହରଣ: Carbon-Carbon single bond Carbon-Oxygen single ଓ double bonds ଗୋଟିଏ ଆକାରରେ ଥିବା ବନ୍ଧର କୋଣକୁ ମାପ କରିବା ଗୋଟିଏ ଆକାରରେ ଥିବା dihedral କୋଣଗୁଡିକୁ ମାପ କରିବା