Configuring Settings - Oriya

This is a sample video. To access the full content,
please Login

488 visits



Outline:

ଲେଭଲ, ସ୍ପୀଡ୍‍, ସଠିକତା ସେଟ୍‍ କରିବା ଓ ଟୁଲ୍‍ ବାର୍ସ କନଫିଗର୍‍ କରିବା ଏହି ବିଷୟ ୟୁଜର୍‌ଙ୍କୁ ସହାୟତା କରିବ: ଟାଇପିଙ୍ଗ୍‌ ର ସ୍ତର ଆଡଜଷ୍ଟ କରିବାକୁ ଟାଇପିଙ୍ଗ୍‍ ବେଗ ସେଟ୍‍ କରିବାକୁ ଟାଇପିଙ୍ଗ୍‍ ର ସଠିକତା ସେଟ୍‍ କରିବାକୁ ୱର୍କଲୋଡ୍‍ (ଲାଇନ୍‍ ଗୁଡ଼ିକର ସଂଖ୍ୟା, ଯାହା ଜଣେ ୟୁଜର୍‍ ଟାଇପ୍‍ କରିପାରିବ) ୟୁଜର୍‍, ଟାଇପିଙ୍ଗ୍‍ ଷ୍ଟାଟିଷ୍ଟିକ୍ସର ବିବରଣୀ ମଧ୍ୟ ଦେଖିବାକୁ ସମର୍ଥ ହୋଇପାରିବେ, ଯେପରି ଅଧିବେଶନ ବିବରଣୀ, ସାମ୍ପ୍ରତିକ ସ୍ତର ଷ୍ଟାଟିଷ୍ଟିକ୍ସ ଟାଇପିଙ୍ଗ୍‍ ଅଗ୍ରଗତି ଯାଞ୍ଚ ଏହି ବିଷୟ ୟୁଜର୍‌ ଙ୍କୁ, ଟୁଲ୍‍ ବାର୍ସ କନଫିଗର୍‍ କରିବା ମଧ୍ୟ ଶିଖାଇବ ଆସାଇନମେଣ୍ଟ: ୟୁଜର୍‍, 2କୁ ୱର୍କଲୋଡ୍‍ ପରିବର୍ତ୍ତନ କରି ଟାଇପିଙ୍ଗ୍‍ ଅଭ୍ୟାସ କରିବେ | ୟୁଜର୍‍, ଲେକଚର୍‍ ଷ୍ଟାଟିଷ୍ଟିକ୍ସ ମଧ୍ୟ ଦେଖିବେ |