Question Glues - Oriya

132 visits



Outline:

* Question Glue ଶବ୍ଦଗୁଡ଼ିକର ସ୍ପଷ୍ଟୀକରଣ * Question Glue ଶବ୍ଦଗୁଡ଼ିକର ବ୍ୟବହାର * Glue ଶବ୍ଦ "and" * ନେଷ୍ଟେଡ୍ if-else ବ୍ଲକ୍ * କୀୱର୍ଡ୍ସ, ଯେପରି Messagew, Reset, Font Sizeର ବ୍ୟବହାର * ask କମାଣ୍ଡର ବ୍ୟବହାର * ବିଭିନ୍ନ ତ୍ରିଭୁଜ ପାଇଁ କଣ୍ଡିଶନ୍ସର ବର୍ଣ୍ଣନା * Glue ଶବ୍ଦ "not" * Repeat କମାଣ୍ଡ If-or କଣ୍ଡିଶନ୍ ର ସିଣ୍ଟାକ୍ସ