Catalog Serials - Oriya

76 visits



Outline:

ଗୋଟିଏ କ୍ରମିକ ପ୍ରକାଶନର କ୍ୟାଟାଲଗ୍ କରିବା- ଶୀର୍ଷକ- Indian Journal of Microbiology ସହିତ ଭାଗ-57 ସଂଖ୍ୟା- 1 Jan ରୁ March 2017 ପାଇଁ ତ୍ରୟମାସିକ ପ୍ରକାଶନ Superlibrarianର ୟୁଜରନେମ୍ ସହିତ ଲଗ୍-ଇନ୍ କରନ୍ତୁ ହୋମ୍-ପେଜ୍‌ରେ, କ୍ୟାଟାଲଗ୍ କରିବା +New ରେକର୍ଡ, କ୍ରମଗୁଡ଼ିକ MARC ରେକର୍ଡ ଯୋଡ଼ିବା ନିଜର ଲାଇବ୍ରେରୀ ଅନୁସାରେ ଆଇଟମ୍ ଯୋଡ଼ିବା Kalia, V.C.ଙ୍କ ଦ୍ଵାରା ଲିଖିତ Indian Journal of Microbiology ପାଇଁ ଥିବା ଆଇଟମ୍