Cataloging - Oriya

98 visits



Outline:

କ୍ୟାଟାଲଗିଙ୍ଗ୍ ଲାଇବ୍ରେରୀ ଷ୍ଟାଫ୍‌ଙ୍କ ସହିତ ଲଗ୍-ଇନ୍ କରିବା, ୟୁଜର୍-ନେମ୍ ଓ ପାସ୍‌ୱର୍ଡ ବହି ଭାବେ +New ରେକର୍ଡକୁ ଚୟନ କରିବା Add MARC record ଟାବ୍ 0ରେ: 000-ଲିଡର୍, 003 କଣ୍ଟ୍ରୋଲ୍ ନମ୍ବର୍ ଚିହ୍ନଟକାରୀ 005 ଲାଟେଷ୍ଟ ନେଣଦେଣର ତାରିଖ ଓ ସମୟ, 008 ନିର୍ଦ୍ଧାରିତ ଡାଟା ଉପାଦାନଗୁଡ଼ିକ ବିଷୟରେ ସାଧାରଣ ସୂଚନା 020 ଆନ୍ତର୍ଜାତିକ ମାନକ ବିଶିଷ୍ଟ ବହି ସଂଖ୍ୟା (ISBN) ଟାବ୍ 1ରେ: 100ଟି ମୁଖ୍ୟ ଏଣ୍ଟ୍ରୀ—ବ୍ୟକ୍ତିଗତ ନାମ ଟାବ୍ 2ରେ: 245 ଟାଇଟଲ୍ ଷ୍ଟେଟ୍ମେଣ୍ଟ୍: 250 ଏଡିଶନ୍ ଷ୍ଟେଟ୍‌ମେଣ୍ଟ୍ 260 ପ୍ରକାଶନ, ବିତରଣ, ଆଦି (ଇମ୍‌ପ୍ରିଣ୍ଟ) ଟାବ୍ 3ରେ: 300 ଫିଜିକାଲ୍ ଡେସ୍କ୍ରିପ୍ସନ୍ ଟାବ୍ 6ରେ: 650 ଏଣ୍ଟ୍ରୀରେ ଜଡ଼ିତ ଥିବା ବିଷୟ—ଟପିକାଲ୍ ଟର୍ମ ଟାବ୍ 9ରେ: 952 ଲୋକେଶନ୍ ଓ ଆଇଟମ୍ ସୂଚନା (Koha)