Place order for a book - Oriya

This is a sample video. To access the full content,
please Login

290 visits



Outline:

ଗୋଟିଏ ବହି ଅର୍ଡର୍ କରିବା ଭେଣ୍ଡର୍‌କୁ ଯୋଡ଼ିବା- Powai Book Agency ତାଲିକାଭୁକ୍ତ ମୂଲ୍ୟ- Rupee ରିହାତି- 10% 14 ଦିନର ବିତରଣ ଅବଧି +ବାସ୍କେଟ୍‌ରେ ଯୋଡ଼ନ୍ତୁ ବାସ୍କେଟ୍‌ରେ ଅର୍ଡର୍‌କୁ ଯୋଡ଼ନ୍ତୁ-ଗୋଟିଏ ନୂଆ (ଖାଲି) ରେକର୍ଡରୁ ବହିର ଶୀର୍ଷକ-Industrial Microbiology ଭେଣ୍ଡର୍ ମୂଲ୍ୟ- 1000 ଗୋଟିଏ ବାସ୍କେଟ୍ ବନ୍ଦ କରିବା (ଅର୍ଡର୍) ବାସ୍କେଟ୍ ବିବରଣୀ ପେଜ୍ ଏହି ବାସ୍କେଟ୍‌କୁ ବନ୍ଦ କରିବା ଅର୍ଡର୍ ଫାଇନାଲ୍ ଅଟେ, ସମ୍ୱନ୍ଧିତ ଭେଣ୍ଡର୍‌ ପାଖକୁ ପଠାଯାଇପାରେ ଗୋଟିଏ ଶିପ୍‌ମେଣ୍ଟ୍ ଗ୍ରହଣ କରିବା ଭେଣ୍ଡର୍ Powai Book Agencyରୁ ଶିପ୍‌ମେଣ୍ଟ୍ ଗ୍ରହଣ କରିବା ଭେଣ୍ଡର୍ ଇନଭଏସ୍- IITB/ST/Books/2017-10 ଚୟନ କରିବା- ଶିପ୍‌ମେଣ୍ଟ୍ ତାରିଖ, ଶିପ୍‌ମେଣ୍ଟ୍ ମୂଲ୍ୟ ଓ ଶିପ୍‌ମେଣ୍ଟ୍ ଫଣ୍ଡ