Receive Serials - Oriya

55 visits



Outline:

Kohaରେ Superlibrarian କିମ୍ୱା ପେଟ୍ରୋନ୍ ଭାବେ ଲଗ୍-ଇନ୍ କରନ୍ତୁ, ଯାହାଙ୍କର Serials ନିୟନ୍ତ୍ରଣ କରିବାର ଅଧିକାର ଥିବ Serials ପେଜ୍ ରେ - ଜର୍ନଲ୍‌ର ଶୀର୍ଷକ ଲେଖନ୍ତୁ ଗୋଟିଏ ନୂଆ ପେଜ୍, Serials ସବସ୍କ୍ରିପ୍ସନ୍ ଦେଖାଦେବ ISSN, Title, Notes, Library, Location, Call number Expiration date, Actions Claim late Serials- Serials ଭେଣ୍ଡର୍‌ମାନଙ୍କ ପାଖକୁ Koha ଇମେଲ୍ ପଠାଇବ, ଯଦି ବିଳମ୍ୱ ସମସ୍ୟା ଥାଏ