Unlock the Power of Open Source! The " Linux New " SWAYAM Plus Course is live now and about 2,500 learners have already registered for it.

If you are a registered learner, the forum page is now active. Visit the page and get all your questions answered.

Equations - Oriya

This is a sample video. To access the full content,
please Login

801 visits



Outline:

Equations amsmath ପ୍ୟାକେଜ୍ ଓ align ଏବଂ align* ସମୀକରଣଗୁଡିକର ସୃଷ୍ଟି ପାଇଁ ପରିବେଶ ମେଟ୍ରିକ୍ସ differential ସମୀକରଣ & ବ୍ୟବହାର କରି ଦୁଇଟି ସମୀକରଣକୁ ଏଲାଇନ୍ କରିବା, intervening ଟେକ୍ସଟ ସହିତ ଓ ବ୍ୟତିତ ଏଲାଇନକୁ ବ୍ୟବହାର କରି ସମୀକରନଗୁଡିକୁ ଅଟୋମାଟିକ୍ ନମ୍ବରିଙ୍ଗ କରିବା label କମାଣ୍ଡ ବ୍ୟବହାର କରି ସମୀକରଣଗୁଡିକୁ ଲେବଲିଙ୍ଗ କରିବା ref କମାଣ୍ଡ ମାଧ୍ୟମରେ ସମୀକରଣର ନମ୍ବରଗୁଡିକୁ କ୍ରସ୍ ରେଫରେନ୍ସ(ପ୍ରତିସନ୍ଦର୍ଭ) କରିବା intertext କମାଣ୍ଡ ମାଧ୍ୟମରେ ଦୁଇଟି ଏଲାଇନ୍ ସମୀକରଣ ମଧ୍ୟରେ ଟେକ୍ସଟ ଇନସର୍ଟ କରିବା run ଟାଇମରେ ଅଟୋମାଟିକ୍ ସମୀକରଣର ସୃଷ୍ଟି, ଗୋଟିଏ ସମୀକରଣର ସେଟ୍ ମଧ୍ୟରେ ଏକ ସମୀକରଣର ସନ୍ନିବେଶ ଓ ଅପସାରଣକୁ ଅନୁମତି ଦେବା ସହଜ ଓ ଅକାଟ୍ୟ କ୍ରସ୍ ରେଫର୍ରେନ୍ସିଙ୍ଗ(ପ୍ରତିସନ୍ଦର୍ଭ) ପାଇଁ, ସେକ୍ସନ୍ ଓ ସବସେକ୍ସନଗୁଡିକୁ ଲେବଲିଙ୍ଗ କରିବା ଗୋଟିଏ ସମୀକରଣକୁ ଭାଙ୍ଗି ଅନେକ ଲାଇନରେ ପରିଣତ କରିବା nonumber କମାଣ୍ଡକୁ ବ୍ୟବହାର କରି ଏଲାଇନ୍ ପରିବେଶରେ ସମୀକରଣର ନମ୍ବରଗୁଡିକୁ ନିରୋଧ କରିବା backslash (\)କୁ ବ୍ୟବହାର କରି, bracesକୁ braces ଭାବେ ଦୃଶ୍ୟମାନ କରାଇବା left[, right] and also left[. (i.e. left bracking fullstop) ଏଲାଇନ୍ ପରିବେଶରେ ଶୁନ୍ୟ ଲାଇନଗୁଡିକ ଅନୁମତି ଯୋଗ୍ୟ ନୁହଁନ୍ତି