Unlock the Power of Open Source! The " Linux New " SWAYAM Plus Course is live now and about 2,500 learners have already registered for it.

If you are a registered learner, the forum page is now active. Visit the page and get all your questions answered.

Mathematical Typesetting - Oriya

This is a sample video. To access the full content,
please Login

1112 visits



Outline:

Mathematical Typesetting ଆରମ୍ଭ ପାଇଁ $ ଚିହ୍ନ ଏବଂ ଗାଣିତିକ ଏକ୍ସପ୍ରେସନଗୁଡିକୁ ସମାପ୍ତ କରିବା alpha, beta, gamma ଓ delta ସୃଷ୍ଟି କରିବା ଚିହ୍ନଗୁଡିକୁ ବାହାର କରିବା ପାଇଁ Spaceକୁ ଗୋଟିଏ ଟର୍ମିନେଟର୍ ଭାବେ ବ୍ୟବହାର କରିବା ଗାଣିତିକ ଫର୍ମୁଲାଗୁଡିକରେ ସ୍ପେସ୍ ସୃଷ୍ଟି କରିବା ଟେକ୍ସଟ ଓ ଫର୍ମୁଲାରେ ଥିବା ଫଣ୍ଟରେ ପାର୍ଥକ୍ୟ ଟେକ୍ସଟ ଓ ଫର୍ମୁଲାରେ ଥିବା ମାଇନସ୍ ଚିହ୍ନରେ ପାର୍ଥକ୍ୟ ଫ୍ରାକ୍ସନଗୁଡିକର ସୃଷ୍ଟି ପାଇଁ frac କମାଣ୍ଡର ବ୍ୟବହାର Subscripts ଓ superscripts ଆର୍ଗୁମେଣ୍ଟଗୁଡିକୁ ଡିମାର୍କେଟ୍ କରିବା ପାଇଁ braces {}ର ବ୍ୟବହାର Not equal to, greater than or equal to, less than or equal to, much less than Right arrow, left arrow, left right arrow, up arrow Integral ଚିହ୍ନ, ଗୋଟିଏ integralର ଲିମିଟ୍ ବିଭିନ୍ନ କଲମ୍ ଓ ରୋଗୁଡିକର ମେଟ୍ରିସେସ୍