Basics of Single Dimensional Array in awk - Oriya

578 visits



Outline:

AWKରେ ଆରେ କ’ଣ ଅନ୍ୟ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ଆରେଗୁଡ଼ିକଠାରୁ ଏହା କିପରି ଭାବରେ ଭିନ୍ନ ଗୋଟିଏ “ଆରେ”ର “ଏଲେମେଣ୍ଟସ୍” ଦେଖନ୍ତୁ ଗୋଟିଏ ଆରେ ଏଲେମେଣ୍ଟ ଆସାଇନ୍ କରିବାର ସିଣ୍ଟାକ୍ସ AWK ଆରେରେ ଇଣ୍ଡେକ୍ସ “ଆସୋସିଏଟିଭ୍ ଆରେ”ର ଲାଭ ଏକ ନିର୍ଦ୍ଦିଷ୍ଟ ଇଣ୍ଡେକ୍ସଠାରେ ଏକ “ଆରେ”ରେ କୌଣସି “ଏଲେମେଣ୍ଟ” ବିଦ୍ୟମାନ ଅଛି କି ନାହିଁ ଯାଞ୍ଚ କରନ୍ତୁ ଗୋଟିଏ ଏଲେମେଣ୍ଟର ଉପସ୍ଥିତି ଯାଞ୍ଚ କରିବା ପାଇଁ ଭୁଲ ଓ ଠିକ୍ ମାର୍ଗ