Conditional statements in awk - Oriya

517 visits



Outline:

Awkରେ କଣ୍ଡିଶନଲ୍ ଷ୍ଟେଟମେଣ୍ଟ: କଣ୍ଡିଶନଲ୍ ଷ୍ଟେଟମେଣ୍ଟ କ’ଣ କଣ୍ଡିଶନଲ୍ ଷ୍ଟେଟମେଣ୍ଟର ସିଣ୍ଟାକ୍ସ ଯାଞ୍ଚ କରାଯିବାକୁଥିବା ରୁଲ୍ସ କିମ୍ୱା କଣ୍ଡିଶନ୍ କୁ ପରିଭାଷିତ କରିବା ଏବଂ ଗ୍ରହଣ କରାଯିବାକୁଥିବା ସମ୍ୱନ୍ଧିତ କାର୍ଯ୍ୟାନୁଷ୍ଠାନ Ifର ନିଷ୍ପାଦନ Elseର ନିଷ୍ପାଦନ If Elseର ନିଷ୍ପାଦନ ରୁଲ୍ସକୁ ବଦଳାଇବା ଏବଂ କୋଡ୍‌କୁ ପୁନଃ-ନିଷ୍ପାଦନ କରିବା