More on Single Dimensional Array in awk - Oriya
This is a sample video. To access the full content,
 please  
                                
                                     Login
                                
                                 
342 visits
Outline:
ଫାଇଲ୍ ସହିତ AWK ଆରେ ବ୍ୟବହାର କରିବା ଉଦାହରଣ ଗୋଟିଏ ଫର୍ମୁଲା ଅନୁସାରେ, ସମସ୍ତ ବିଦ୍ୟାର୍ଥୀମାନଙ୍କ ପାଇଁ HRA ଗଣନା କରିବା ପାଇଁ ଗୋଟିଏ “ଆରେ”ର “ଏଲେମେଣ୍ଟସ୍” ସ୍କାନ୍ କରିବା For Loopର ନୂଆ ଭେରିଏଶନ୍ ଡିଲିଟ୍ ଷ୍ଟେଟମେଣ୍ଟ ଡିଲିଟ୍ ଆରେ ଏଲେମେଣ୍ଟ (ସିଙ୍ଗଲ୍ ରେକର୍ଡ) ସମଗ୍ର ଆରେକୁ ଡିଲିଟ୍ କରିବା ARGC ଓ ARGVର ଭାଲ୍ୟୁ ଦେଖାଇବା ଉଦାହରଣ: ARGC = ପ୍ରଦାନ କରାଯାଇଥିବା କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟର ସଂଖ୍ୟା + 1 ARGV ଆରେ ଓ ENVIRON ଆରେ
 
                 
                 
                 
                 
                 
                 
                 
                 
                 
                 
                 
                                    
                                 
                                
