Unlock the Power of Open Source! The " Linux New " SWAYAM Plus Course is live now and about 2,500 learners have already registered for it.

If you are a registered learner, the forum page is now active. Visit the page and get all your questions answered.

Connecting to a MySQL Database - Oriya

477 visits



Outline:

Connecting to a MySQL Database MySQL ସର୍ଭର୍ ପ୍ରପର୍ଟୀକୁ କନଫିଗର୍ କରିବା MySQL ସର୍ଭରକୁ ଆରମ୍ଭ କରିବା ଡେଟାବେସକୁ ସୃଷ୍ଟି ଓ ସଂଯୋଗ କରିବା ନିମ୍ନଲିଖିତ ଦୁଇଟି ମେଥଡ୍ ସାହାଯ୍ୟରେ ଡେଟାବେସ୍ ଟେବଲଗୁଡିକୁ ସୃଷ୍ଟି କରିବା: sql ଏଡିଟରର ବ୍ୟବହାର create table dialogueର ବ୍ୟବହାର ଗୋଟିଏ SQL ସ୍କ୍ରିପକୁ ରନ୍ କରିବା