Exporting geometry from Salome to OpenFOAM - Oriya

This is a sample video. To access the full content,
please Login

277 visits



Outline:

Salomeକୁ ଆରମ୍ଭ କରିବା ଏବଂ ପୂର୍ବେ ସୃଷ୍ଟି କରାଯାଇଥିବା .hdf ଫାଇଲକୁ ଖୋଲିବା ମେଶର ଅଂଶଗୁଡିକୁ ଗ୍ରୁପ୍ କରିବା ଯେହେତୁ ସେଗୁଡିକ OpenFOAMରେ ଆବଶ୍ୟକ .unv ଫାଇଲରେ ମେଶକୁ ଇକ୍ସପୋର୍ଟ କରିବା କେସ୍ ଡାଇରେକ୍ଟୋରୀକୁ ସେଟ୍ ଅପ୍ କରିବା OpenFOAM ସହିତ କମ୍ପାଟିବଲ୍ ହେଉଥିବା ଫର୍ମାଟରେ ମେଶକୁ ରୂପାନ୍ତର କରିବା ଜୋମେଟ୍ରୀକୁ ମାପ କରିବା P ଓ U ଫାଇଲରେ ଉପଯୁକ୍ତ ପରିବର୍ତ୍ତନ କରିବା ParaViewରେ meshକୁ ଖୋଲିବା ଏହାକୁ ସିମୁଲେଶନ୍ ପାଇଁ ପ୍ରସ୍ତୁତ ରଖିବା