Developing an equation-based model - Oriya
This is a sample video. To access the full content,
please
Login
346 visits
Outline:
ବିଭିନ୍ନ Perspectivesକୁ ପରିଭାଷିତ କରିବା Libraries ବ୍ରାଉଜରକୁ ପରିଭାଷିତ କରିବା ବିଭିନ୍ନ ଭ୍ୟୁ ଆଇକନଗୁଡିକୁ ପରିଭାଷିତ କରିବା ଗୋଟିଏ ନୂତନ Modelica କ୍ଲାସ୍ ସୃଷ୍ଟି କରିବା Variable ଓ Parameterର ଘୋଷଣା Start ଓ Unit ଆଟ୍ରିବ୍ୟୁଟକୁ ପରିଭାଷିତ କରିବା min ଓ max ଆଟ୍ରିବ୍ୟୁଟକୁ ପରିଭାଷିତ କରିବା Commentଗୁଡିକୁ ପରିଭାଷିତ କରିବା ସମୀକରଣଗୁଡିକର ଘୋଷଣା Simulation ସେଟ୍ ଅପ୍ ବଟନକୁ ବ୍ୟବହାର କରିବା Stop Timeକୁ ନିର୍ଦ୍ଦିଷ୍ଟ କରିବା Messages ବ୍ରାଉଜରରେ ତୃଟିଗୁଡିକର ସମାଧାନ କରିବା