Icon and Diagram Views - Oriya

260 visits



Outline:

ଗୋଟିଏ କ୍ଲାସର Icon ଓ Diagram Viewଗୁଡିକୁ ନିର୍ଦ୍ଦିଷ୍ଟ କରିବା Annotationଗୁଡିକୁ ବ୍ୟବହାର କରିବା coordinateSystemକୁ ବ୍ୟବହାର କରିବା Extentକୁ ବ୍ୟବହାର କରିବା Grid ଓ Componentକୁ ନିର୍ଦ୍ଦିଷ୍ଟ କରିବା OriginX ଓ OriginYକୁ ପରିଭାଷିତ କରିବା Extent1X ଓ Extent1Yକୁ ପରିଭାଷିତ କରିବା Line ଓ Fill Styleକୁ ବ୍ୟବହାର କରିବା Icon/Diagram Viewରେ ଫିଗରଗୁଡିକୁ ଇନସର୍ଟ କରିବା