Array functions - Oriya

725 visits



Outline:

1. push ଏକ ଆରେର ଶେଷରେ ଏଲିମେଣ୍ଟ ମିଶାଏ 2. pop ଏକ ଆରେର ଶେଷରୁ ଏଲିମେଣ୍ଟ କାଢେ 3. unshift ଏକ ଆରେର ଆରମ୍ଭରେ ଏଲିମେଣ୍ଟ ମିଶାଏ shift 4. ଏକ ଆରେର ଆରମ୍ଭରୁ ଏଲିମେଣ୍ଟ କାଢେ split ଏହି ଫଙ୍କସନ୍‍ ଷ୍ଟ୍ରିଙ୍ଗ୍‍ କୁ ଭାଙ୍ଗେ ଓ ଏଥିରୁ ଏକ ଆରେ ତିଆରି କରେ 5. qw qw ର ଅର୍ଥ ହେଉଛି “Quoted word” ଏହା, ଧଳା ସ୍ପେସ୍‍ ଦ୍ୱାରା ପୃଥକ ହୋଇଥିବା ଶବ୍ଦର ଏକ ତାଲିକା ରିଟର୍ନ କରେ 6. sort ଆକ୍ଷରିକ କ୍ରମରେ ଆରେକୁ କ୍ରମବଦ୍ଧ କରେ