Arrays - Oriya

655 visits



Outline:

1. ଆରେର ଶେଷ ଇଣ୍ଡେକ୍ସ ପ୍ରାପ୍ତ କରିବା 2. ଗୋଟିଏ ଆରେର ଦୀର୍ଘତା ପ୍ରାପ୍ତ କରିବା ଦୀର୍ଘତା ପ୍ରାପ୍ତ କରିବାକୁ ଏକ ଆରେର ଶେଷ ଇଣ୍ଡେକ୍ସ ସହିତ ୧ ମିଶାନ୍ତୁ ଅନ୍ୟ ମାର୍ଗଟି ହେଉଛି ଆରେରେ ସ୍କେଲର୍‍ ଫଙ୍କସନ୍‍ ବ୍ୟବହାର କରନ୍ତୁ କିମ୍ୱା ଆରେକୁ ଏକ ସ୍କେଲର୍‍ ଭେରିଏବଲ୍ ଆସାଇନ୍‍ କରନ୍ତୁ 3. ଏକ ଆରେର ଏଲେମେଣ୍ଟ ଆକ୍ସେସ୍‍ କରିବା 4. ଏକ ଆରେ ଉପରେ ଲୁପ୍‍ କରିବା ଏକ ଆରେ ଉପରେ ଲୁପ୍‍ କରିବା ପାଇଁ ଦୁଇଟି ମାର୍ଗ ଅଛି