Unlock the Power of Open Source! The " Linux New " SWAYAM Plus Course is live now and about 2,500 learners have already registered for it.

If you are a registered learner, the forum page is now active. Visit the page and get all your questions answered.

Blocks in Perl - Oriya

693 visits



Outline:

ସ୍ପେଶାଲ୍ ବ୍ଲକ୍ 1. Begin ଏହି ବ୍ଲକ୍ ଥରେ ଡିଫାଇଣ୍ଡ୍ ହୋଇଗଲେ କମ୍ପାଇଲେଶନ୍‍ ସମୟରେ ଏକଜେକ୍ୟୁଟ୍ ହୁଏ ଅବଶିଷ୍ଟ କୋଡ୍ ର ଏକଜେକ୍ୟୁଶନ୍ ପୂର୍ବରୁ ଯାହାକିଛିବି ଅନ୍ତର୍ଭୁକ୍ତ ହେବା ଆବଶ୍ୟକ, ଏଠାରେ ଲେଖାଯାଇଛି | 2. End ଏହି ବ୍ଲକ୍ ଶେଷରେ ଏକଜେକ୍ୟୁଟ୍ ହୁଏ ପରିଶେଷରେ ଯାହାକିଛିବି ଅନ୍ତର୍ଭୁକ୍ତ ହେବା ଦରକାର, ଏଠାରେ ଲେଖାଯାଇଛି | 3. UNITCHECK blocks 4. CHECK blocks 5. INIT blocks