Comments in Perl - Oriya

469 visits



Outline:

ପର୍ଲରେ କମେଣ୍ଟ ଦୁଇ ପ୍ରକାରର କମେଣ୍ଟ ୧. ସିଙ୍ଗଲ୍‍ ଲାଇନ୍ ୨. ମଲ୍ଟି ଲାଇନ୍ # (ହାଶ୍‍) ଚିହ୍ନରୁ ସିଙ୍ଗଲ୍‍ ଲାଇନ୍‍ କମେଣ୍ଟ ଆରମ୍ଭ ହୁଏ ମଲ୍ଟି ଲାଇନ୍‍ ର ପ୍ରୟୋଗ କୋଡ୍‍ ର ଭାଗକୁ କମେଣ୍ଟ କରିବା ପାଇଁ କରାଯାଇଥାଏ | =cut =head କିମ୍ୱା =begin =end = ଚିହ୍ନରୁ ଆରମ୍ଭ ହୁଏ