Unlock the Power of Open Source! The " Linux New " SWAYAM Plus Course is live now and about 2,500 learners have already registered for it.

If you are a registered learner, the forum page is now active. Visit the page and get all your questions answered.

Conditional statements - Oriya

694 visits



Outline:

if କଣ୍ଡିଶନାଲ୍‍ ଷ୍ଟେଟମେଣ୍ଟର ବ୍ୟବହାର କିଛି କଣ୍ଡିଶନ୍‍ କୁ ଟେଷ୍ଟ କରିବା ପାଇଁ କରାଯାଇଥାଏ ଏବଂ ଯଦି ସେହି କଣ୍ଡିଶନ୍‍ ପୂର୍ଣ୍ଣ ହୋଇଥିବ, ତେବେ କୋଡ୍‍ ର ଭାଗକୁ ଏକଜେକ୍ୟୁଟ୍‍ କରିଥାଏ | if-else କଣ୍ଡିଶନାଲ୍‍ ଷ୍ଟେଟମେଣ୍ଟର ବ୍ୟବହାର କିଛି କଣ୍ଡିଶନ୍‍ କୁ ଟେଷ୍ଟ କରିବା ପାଇଁ କରାଯାଇଥାଏ ଏବଂ ଯଦି ସେହି କଣ୍ଡିଶନ୍‍ ପୂର୍ଣ୍ଣ ହୋଇଥିବ, ତେବେ କୋଡ୍‍ ର ଭାଗକୁ ଏକଜେକ୍ୟୁଟ୍‍ କରିଥାଏ, ନହେଲେ else ବ୍ଲକ୍‍ ରେ ଲିଖିତ କୋଡ୍‍ କୁ ଏକଜେକ୍ୟୁଟ୍‍ କରେ |