Unlock the Power of Open Source! The " Linux New " SWAYAM Plus Course is live now and about 2,500 learners have already registered for it.

If you are a registered learner, the forum page is now active. Visit the page and get all your questions answered.

Data Structures - Oriya

777 visits



Outline:

ପର୍ଲ ୩ ପ୍ରକାରର ଡାଟା ଷ୍ଟ୍ରକଚର୍‍ ପ୍ରଦାନ କରିଥାଏ 1. ସ୍କାଲାର୍ ଏହା ହେଉଛି ପର୍ଲରେ ମୌଳିକ ଡାଟା ଷ୍ଟ୍ରକଚର୍ ଏହା ପର୍ଲରେ ଭେରିଏବଲ୍‍ ପରିଭାଷିତ କରିବା ପରି ଉତ୍ତମ ଅଟେ ଉଦାହରଣ: $variable = 9; 2. ଆରେ ଏହା ଡାଟାର ଏକ କ୍ରମ ସଂଗ୍ରହ ଅଟେ ଏଥିରେ ଯେକୌଣସି ପ୍ରକାରର ଏଲେମେଣ୍ଟ ରହିଥାଏ ଉଦାହରଣ: @array = (1, 5, 6, ‘abc’, 7); 3. ହାଶ୍ ଏହା ଡାଟାର ଏକ କ୍ରମ-ବିହୀନ ସଂଗ୍ରହ ଅଟେ ଏହା କୀ-ଭାଲ୍ୟୁ ଯୋଡ଼ି ଷ୍ଟ୍ରକଚର୍‍ ଅଟେ ଏଥିରେ ଯେକୌଣସି ପ୍ରକାରର ଏଲେମେଣ୍ଟ ରହିଥାଏ ଉଦାହରଣ: %hash = ( 'Name' => 'John', 'Department' => 'Finance' );