More Conditional statements - Oriya

Play
Current Time 0:00
/
Duration Time 0:00
Remaining Time -0:00
Loaded: 0%
Progress: 0%
0:00
Fullscreen
00:00
Mute
Captions
  • captions off
  • English
  • Oriya

This is a sample video. To access the full content,
please Login

603 visits



Outline:

if-elsif-else କଣ୍ଡିଶନାଲ୍‍ ଷ୍ଟେଟମେଣ୍ଟ ନିର୍ଦ୍ଦିଷ୍ଟ କଣ୍ଡିଶନ୍‍ ଯାଞ୍ଚ କରିବାକୁ ବ୍ୟବହୃତ ହୋଇଥାଏ ଓ ଯଦି ତାହା ଟ୍ରୁ, ତେବେ ସମ୍ପର୍କିତ ବ୍ଲକ୍‍ ଏକଜେକ୍ୟୁଟ୍‍ ଅନ୍ୟଥା ଡିଫଲ୍ଟ ଏଲ୍ସ ବ୍ଲକ୍‍ ଏକଜେକ୍ୟୁଟ୍‍ କରନ୍ତୁ | switch କଣ୍ଡିଶନାଲ୍‍ କେସ୍‍ ଷ୍ଟେଟମେଣ୍ଟ ଅଟେ | ସନ୍ତୁଷ୍ଟ ହେଲେ କେସ୍‍ ଏକଜେକ୍ୟୁଟ୍‍ ହୁଏ, ଅନ୍ୟଥା ଡିଫଲ୍ଟ କେସ୍‍ ଏକଜେକ୍ୟୁଟ୍‍ ହୋଇଥାଏ |