Overview and Installation of PERL - Oriya

421 visits



Outline:

1. ଉବୁଣ୍ଟୁ ଲିନକ୍ସରେ Perl 5.14.2ର ଇନଷ୍ଟଲେଶନ୍ ଲିନକ୍ସରେ XAMPP ଇନଷ୍ଟଲ୍‍ କରିବା (XAMPP; Apache, PERL, PHP ଏବଂ MySQL ପ୍ୟାକେଜେସ୍‍ ସହିତ ମିଶି ପ୍ରସ୍ତୁତ ହେଉଥିବା ପ୍ୟାକେଜ୍‍ ଅଟେ, ଯାହା ଲିନକ୍ସ ପାଇଁ ଉପଲବ୍ଧ ଅଛି) ଡିଫଲ୍ଟ ୱେବ୍‍ ବ୍ରାଉଜର୍‍ ଡାଇରେକ୍ଟୋରୀ "opt”ରେ ସେଟ୍ କରାଯିବ | କିମ୍ୱା ସିନେପ୍ଟିକ୍‍ ପ୍ୟାକେଜ୍‍ ମ୍ୟାନେଜର୍‍ ରେ ଉପଲବ୍ଧ ଡିଫଲ୍ଟ ପର୍ଲ ଇନଷ୍ଟଲେଶନ୍‍ ପ୍ରୟୋଗ କରିବା | 2. ୱିଣ୍ଡୋଜ୍ ରେ ପର୍ଲ 5.14.2ର ଇନଷ୍ଟଲେଶନ୍ ୱିଣ୍ଡୋଜ୍ ରେ XAMPP ଇନଷ୍ଟଲ୍ କରିବା | (XAMPP; Apache, PERL, PHP ଏବଂ MySQL ପ୍ୟାକେଜେସ୍‍ ସହିତ ମିଶି ପ୍ରସ୍ତୁତ ହେଉଥିବା ପ୍ୟାକେଜ୍‍ ଅଟେ, ଯାହା ଲିନକ୍ସ ପାଇଁ ଉପଲବ୍ଧ ଅଛି) ଡିଫଲ୍ଟ ୱେବ୍‍ ବ୍ରାଉଜର୍‍ ଡାଇରେକ୍ଟୋରୀ "htdocs”ରେ ସେଟ୍‍ କରାଯିବ |